ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଲା ଓଡ଼ିଶା; ୩୦୦ ଉପରେ ରାଜ୍ୟର ୫ ସହରର AQI।ସହର ଗୁଡିକ ହେଲା ବାଲେଶ୍ୱର, ବାରିପଦା,ତାଳଚେର, ଭୁବନେଶ୍ୱର ଏବଂ କଟକ।