: #୨_ANMସସ୍
- ସୋର: ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣା
- ୨ ANM କୁ ନିଲମ୍ବନ କଲେ ବାଲେଶ୍ୱର CDMO
- କୁଲିଗାଁ ANM ତନୁସ୍ମିତା ନାୟକ ନିଲମ୍ବିତ
- ଇଞ୍ଚୁଡ଼ି ସବସେଣ୍ଟର ANM କବିତା ବେହେରା ନିଲମ୍ବିତ
- ରେମୁଣା ମେଡିକାଲ ଇନଚାର୍ଜ ଡା. ରାମଚନ୍ଦ୍ର କିସ୍କୁଙ୍କ ସୂଚନା
- ଗତ ୧୧ତାରିଖରେ ରେମୁଣା ନିମିକି ଛକ ରାସ୍ତାରେ ପଡ଼ିଥିଲା ମେଡିସିନ୍
- ଆଇରନ୍ ଓ ଫଲିକ ଏସିଡ୍ ସିରପ ପଡ଼ିଥିବା ଖବର ପ୍ରସାରଣ ହୋଇଥିଲା




