ସକାଳ ୯ଟାରୁ ସାଢ଼େ ୧୧ଟା ପ୍ରଥମ ସିଟିଂ* * *ଅପରାହ୍ନ ୨ଟାରୁ ସାଢ଼େ ୪ଟା ଯାଏ ଦ୍ବିତୀୟ ସିଟିଂ* * *OSSTET ପାଇଁ ଆଜିଠୁ ଅନଲାଇରେ ଆବେଦନ* * *OSSTET- ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା* - *୧୭ ଡିସେମ୍ବର ରାତି ୧୨ଟା ଯାଏ ଚାଲିବ ଆବେଦନ* * *bseodisha.ac.in ରେ ହେବ ଆବେଦନ