
ସାପ 🐍କାମୁଡ଼ା ମୃତ୍ୟୁ ପାଇଁ ୧୦ ଲକ୍ଷ ! -ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା
-ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ.
-ଏବେ ୪ ଲକ୍ଷ ମିଳୁଛି କ୍ଷତିପୂରଣ, ୧୦ ଲକ୍ଷ ବୃଦ୍ଧି ସୁପାରିସ୍.
-ଏନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଆସିଥିବା ସୂଚନା
-ସୁପ୍ରିମକୋର୍ଟ ନିଦ୍ଧିଷ୍ଟ ମାମଲାରେ ନିର୍ଦ୍ଧେଶ ଦେଇଛନ୍ତି- ସୁରେଶ ପୂଜାରୀ
-ବଜ୍ରାଘାତ ⚡ଓ ପାଣିରେ 💧ବୁଡ଼ି ମୃତ୍ୟୁ ପାଇଁ ମଧ୍ୟ ସମାନ କ୍ଷତିପୂରଣ ମିଳିବ




