-ପୁରୀ:ର ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର-ପରିବାର ଆଣିଲେ ହତ୍ୟା ଅଭିଯୋଗ, ମାରି କେହି ପାଣିରେ ଫିଙ୍ଗିଥିବା ଅନୁମାନ-ମୃତ ନାବାଳକ ଟାଉନ ଥାନା ଅଞ୍ଚଳର, ମଙ୍ଗଳବାରଠୁ ନିଖୋଜ ଥିଲେ-ପୁଅ ନିଖୋଜ ନେଇ ଟାଉନ ଥାନାରେ ହୋଇଥିଲା ଅଭିଯୋଗ