i20ରେଆସିଥିଲେସନ୍ଦିଗ୍ଧ !
-ଦିଲ୍ଲୀ ବିସ୍ଫୋରଣ ଘଟଣା ପଛରେ I-20 କାର୍
-ହରିୟାଣା ନଂ ଥିବା ଏହି କାର୍ ଉପରେ ବଢ଼ିଲା ସନ୍ଦେହ
-ଏଥିରେ ୩ ଜଣ ସନ୍ଦିଗ୍ଧ ଥିବା ନେଇ ମିଳିଲା ସୂଚନା
-ଏହି କାର୍ଟି ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା
-ପ୍ରକୃତରେ କାର୍ରେ କେଉଁମାନେ ଥିଲେ ଜାଣିବାକୁ ତଦନ୍ତ