୧୧୦ ଟଙ୍କାର ବିଧବା ଭତ୍ତା ଉଠାଇବାକୁ ଯାଇଥିଲେ, କିନ୍ତୁ ଆକାଉଣ୍ଟରେ ଦେଖିଲେ ୭୪୦ କୋଟି ଟଙ୍କା। ଏବିଧବା ଭତ୍ତା ନେବାକୁ ଯାଇ ଆକାଉଣ୍ଟରେ ଦେଖିଲେ ୭୪୦ କୋଟି: ଚକିତ ହେଲେ ବ୍ୟାଙ୍କ କର୍ମଚାରୀ ଓ ମହିଳାପରି ଏକ ଚାଞ୍ଚଲ୍ୟକର ଘଟଣା ବିହାରର ନୱାଦା ସହର ଅନ୍ତର୍ଗତ ନିମ୍ ଟୋଲା ଅଞ୍ଚଳରୁ ସାମ୍ନାକୁ ଆସିଛି। କ’ଣ ଘଟିଲା ସ୍ୱର୍ଗତ ଉଦୟ ନାରାୟଣ ପାଣ୍ଡେଙ୍କ ପତ୍ନୀ ରେଖା ଦେବୀ ସରକାରୀ ସାମାଜିକ ସୁରକ୍ଷା ଯୋଜନାରେ ବିଧବା ଭତ୍ତା ପାଉଥିଲେ। ବିହାର ପେନସନ୍ ଦିବସ ଅବସରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ସେ ସେହି ରାଶି ଉଠାଇବା ପାଇଁ ଏକ ସିଏସପି କେନ୍ଦ୍ରକୁ ଯାଇଥିଲେ। ଟଙ୍କା ଉଠାଇବା ପରେ ସେ ବ୍ୟାଙ୍କ କର୍ମଚାରୀଙ୍କୁ ଆକାଉଣ୍ଟରେ ଆଉ କେତେ ଟଙ୍କା ବାକି ଅଛି ବୋଲି ପଚାରିଥିଲେ। ବାଲାନ୍ସ ଚେକ୍ କରିବା ମାତ୍ରେ…
Read MoreDay: July 14, 2026
ବିଧବା ଭତ୍ତା ନେବାକୁ ଯାଇ ଆକାଉଣ୍ଟରେ ଦେଖିଲେ ୭୪୦ କୋଟି ଚକିତ ହେଲେ ବ୍ୟାଙ୍କ କର୍ମଚାରୀ ଓ ମହିଳା
[11:25 pm, 14/7/2026] LOKANATH MISHRA: ମାତ୍ର ୧୧୦ ଟଙ୍କାର ବିଧବା ଭତ୍ତା ଉଠାଇବାକୁ ଯାଇଥିଲେ, କିନ୍ତୁ ଆକାଉଣ୍ଟରେ ଦେଖିଲେ ୭୪୦ କୋଟି ଟଙ୍କା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବିହାରର ନୱାଦା ସହର ଅନ୍ତର୍ଗତ ନିମ୍ ଟୋଲା ଅଞ୍ଚଳରୁ ସାମ୍ନାକୁ ଆସିଛି। କ’ଣ ଘଟିଲା ସ୍ୱର୍ଗତ ଉଦୟ ନାରାୟଣ ପାଣ୍ଡେଙ୍କ ପତ୍ନୀ ରେଖା ଦେବୀ ସରକାରୀ ସାମାଜିକ ସୁରକ୍ଷା ଯୋଜନାରେ ବିଧବା ଭତ୍ତା ପାଉଥିଲେ। ବିହାର ପେନସନ୍ ଦିବସ ଅବସରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ସେ ସେହି ରାଶି ଉଠାଇବା ପାଇଁ ଏକ ସିଏସପି କେନ୍ଦ୍ରକୁ ଯାଇଥିଲେ। ଟଙ୍କା ଉଠାଇବା ପରେ ସେ ବ୍ୟାଙ୍କ କର୍ମଚାରୀଙ୍କୁ ଆକାଉଣ୍ଟରେ ଆଉ କେତେ ଟଙ୍କା ବାକି ଅଛି ବୋଲି ପଚାରିଥିଲେ। ବାଲାନ୍ସ ଚେକ୍ କରିବା ମାତ୍ରେ କର୍ମଚାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆକାଉଣ୍ଟରେ ୭୪୦ କୋଟି…
Read Moreକେଜିରୁ ପିଜି ଯାଏଁ ଫି’ ଦ୍ୱନ୍ଦ୍ୱ ଦୂର ପାଇଁ SOP ଜାରି କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
କେଜିରୁ ପିଜି ପର୍ଯ୍ୟନ୍ତ ଫି’ ଦ୍ୱନ୍ଦ୍ୱ ସମାଧାନ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମନ୍ତ୍ରୀ କହିଛନ୍ତି, “ଟଙ୍କା ଅଭାବରୁ କୌଣସି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ”। ଫି’ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସରକାର ଏକ SOP ଜାରି କରିଛନ୍ତି ଯାହା ସମସ୍ତ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯିବ। SOP ର ମୁଖ୍ୟ ବିଷୟ କେଉଁ ଫି’ ସରକାର ଦେବେ ମନ୍ତ୍ରୀ କହିଛନ୍ତି ଯେ ଆଡ୍ମିଶନ ସମୟରେ ପିଲାଙ୍କଠାରୁ NCC, ଲାଇବ୍ରେରୀ, ରେଡ୍କ୍ରସ, ଆଇକାର୍ଡ, ସେମିଷ୍ଟର ଫି’ ଏବଂ କଲେଜର ଉନ୍ନତି ପାଇଁ ନିଆଯାଉଥିବା ଫି’ ସମେତ ବିଭିନ୍ନ ବାବଦର ଟଙ୍କା ଏବେଠାରୁ ରାଜ୍ୟ ସରକାର ସିଧାସଳଖ କଲେଜକୁ…
Read More