
- ପେଟ୍ରୋଲ, ଡିଜେଲ୍ ଦରକୁ ନେଇ ସରକାରଙ୍କ ସୂଚନା
- ବର୍ତ୍ତମାନ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ହେବାର ନାହିଁ
- ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୩୦ ଡଲାର ଟପିଲେ ବଢ଼ିପାରେ ଦର
- ବର୍ତ୍ତମାନ ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ୍ ଅଭାବ ନାହିଁ
- ହର୍ମୁଜ ଜଳପଥ ବ୍ୟତୀତ ଅନ୍ୟ ରୁଟ୍ ଦେଇ ତେଲ ଆଣିବାକୁ ଉଦ୍ୟମ ଚାଲିଛି
- ବିମାନ ଇନ୍ଧନ (ATF)କୁ ନେଇ କୌଣସି ସମସ୍ୟା ନଥିବା ସୂଚନା




