Latest News

ପାରାଦୀପରେ ଜେଟି ପାଇଁ ୭୯୭ କୋଟି

-ପାରାଦୀପ ଜେଟି ନିର୍ମାଣ ପାଇଁ ୭୯୭ କୋଟି ମଞ୍ଜୁର-ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ-ଅର୍ଥ ମଞ୍ଜୁର କରିଥିବାରୁ ଜଣାଇଲେ ଧନ୍ୟବାଦ-ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ମଧ୍ୟ ଦେଲେ...

ମଣ୍ଡିରେ ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି

-ରାଜନଗର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀଙ୍କ ବୟାନ-ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି କହିଲେ-'ଅନ୍ୟ ରୋଗ ଯୋଗୁଁ ଚାଷୀ ତ୍ରିଲୋଚନ...

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ

-ପଟ୍ଟାମୁଣ୍ଡାଇ: ଲାଞ୍ଚ ନେଇ ଧରାପଡ଼ିଲେ କେରଡ଼ାଗଡ଼ RI-କେରଡ଼ାଗଡ଼ RI ପ୍ରଦ୍ୟୁମ୍ନ ବେହେରାଙ୍କୁ ଧରିଲା ଭିଜିଲାନ୍ସ-ରାଜନଗର ତହସିଲ୍ ଅଫିସ୍ ଆଗରୁ ଧରିଲା ଭିଜିଲାନ୍ସ-ପଟ୍ଟା ସଂଶୋଧନ ପାଇଁ ୧୦ ହଜାର...

ଗଞ୍ଜେଇ ମାଫିଆଙ୍କ ନୂଆ ତରିକା

-୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ଘଟଣାରେ ଡିଜିପିଙ୍କ ପ୍ରତିକ୍ରିୟା-'ଜୋରଦାର ତଦନ୍ତ ଚାଲିଛି, ମାଷ୍ଟରମାଇଣ୍ଡ ପାଖରେ ପହଁଞ୍ଚିଛୁ'-'ଗଞ୍ଜେଇ ଧରାପଡ଼ିବା ପରେ ଏବେ ମାଫିଆ ନୂଆ ନୀତି...

ଜନଶୁଣାଣି ବେଳେ ହାତାହାତି

-ଜଳେଶ୍ବର: ଜନଶୁଣାଣି ବେଳେ ଦୁଇ ଗୋଷ୍ଠୀ ହାତାହାତି-ମହମ୍ମଦ ନଗର ପାଟଣା ପଞ୍ଚାୟତ ଶେକସରାଇରେ ହାତାହାତି-ବାଲି ଖାଦାନ ଲିଜ୍‌କୁ ନେଇ ବିପକ୍ଷ ଓ ସପକ୍ଷବାଦୀ ମୁହାଁମୁହିଁ-ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...

ରାଜଧାନୀ ରେଘର ମାଲିକଙ୍କୁ ସତର୍କ କରାଇଲେ ମେୟର ‘ବିନା ଅନୁମତିରେ ଘର ଉପରେ ଲଗାଇ ପାରିବେନି ହୋଡିଂ’ମନଇଚ୍ଛା ହୋଡିଂ ଲଗାଇଲେ ହଟାଇବ BMC: ସୁଲୋଚନା ଦାସ‘ହୋଡିଂ ପୂର୍ବରୁ...

ରାଜ୍ୟସଭା ନିର୍ବାଚନ ନେଇ ବିଜେଡିରେ ହଲଚଲ ସବୁ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରାଅପରାହ୍ନ ୫ଟା ସୁଦ୍ଧା ପହଞ୍ଚିବେ ସବୁ ବିଧାୟକଗତକାଲି PAC ବୈଠକରେ ହୋଇଥିଲା ଆଲୋଚନାଆଜି...

ମୋଦି ଙ୍କ କମାଲ

ମୋଦି ସୋସିଆଲ ମିଡିଆ ଦ୍ୱାରା ସୃଷ୍ଟି ହୋଇ ନଥିଲେ। ୨୦୦୧ ମସିହାରେ ମୋଦି ମୁଖ୍ୟମନ୍ତ୍ରୀ ହୋଇଥିଲେ, ଯେତେବେଳେ ଏହି ଦେଶରେ ସୋସିଆଲ ମିଡିଆ ନଥିଲା। ମୁଖ୍ୟଧାରାର ଗଣମାଧ୍ୟମ...

ରାଜଧାନୀରେ ପ୍ରେମୀଯୁଗଳଙ୍କୁ ମାଡ଼

-ରାଜଧାନୀରେ ପ୍ରେମୀଯୁଗଳଙ୍କୁ ମାଡ଼ , ଭିଡିଓ ଭାଇରାଲ୍-ଯୁବତୀଙ୍କୁ ଦୁର୍ବ୍ୟବହାର କରିବାର ଭିଡିଓ ଭାଇରାଲ୍-ସହିଦନଗର ଥାନା ଅଞ୍ଚଳର ଘଟଣା , ମାଡ଼ ମାରି ଲହୁଲୁହାଣ କଲେ ଦୁର୍ବୃତ୍ତ-୬ରୁ ୭...

Page 7 of 71 1 6 7 8 71

Recommended

Most Popular