Latest News

ଗଣତି-ମଣତି ହେବ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ

ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ...

ବନ୍ଧାହେଲେ ମହିଳା ସ୍ଵେଚ୍ଛାସେବୀ l ବନ୍ଧାହେଲେ ମହିଳା ସ୍ଵେଚ୍ଛାସେବୀ l ମହି

ଚାକିରି ଦେବା ନାଁରେ ଠକେଇ; ବନ୍ଧାହେଲେ ମହିଳା ସ୍ଵେଚ୍ଛାସେବୀ l ମହିଳା ସ୍ଵେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ଵରୀ ଜେନା କୁ ଗିରଫ କରିଛି ଖଣ୍ଡଗିରି ପୁଲିସ l...

ଉପାସରେ ଚନ୍ଦ୍ରଶେଖର ଜୀଉ

👉ଢେଙ୍କାନାଳ: ଉପବାସରେ କପିଳାସର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ👉ଦେଓଗାଁ ଜଗନ୍ନାଥ ମନ୍ଦିର ପରିସରରେ ସେବାୟତମାନଙ୍କ ଧାରଣା👉ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଧାରଣା

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭର୍ ମୃତ।

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ଡ୍ରାଇଭର୍ ମୃତ, ୧୪ ଗୁରୁତରଖନ୍ତପଡ଼ା ଥାନା ଏନ୍‌ଏଚ୍‌ ୧୬ ବାହନଗା ବଜାର ଉପରେ ଦୁର୍ଘଟଣାଡ୍ରାଇଭର୍ ଆଖି ଲାଗିଯିବାରୁ ବ୍ରିଜ୍‌ ଉପରକୁ ଚଢ଼ିଗଲା ବସ୍‌.ବ୍ରିଜ୍‌...

ଶ୍ରୀ ମନ୍ଦିରକୁ ପ୍ଲାଷ୍ଟିକ୍‌ ମନା

ଶ୍ରୀ ମନ୍ଦିରକୁ ପ୍ଲାଷ୍ଟିକ୍‌ ମନା। ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ। ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ। ନିର୍ଦ୍ଦେଶାବଳୀ ଜାରି...

ଅଟୋ ଟ୍ରାଭେଲ ଧକା ; ୪ ଆହତ

ଭୁବନେଶ୍ୱର: ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର୍‌; ୪ ଆହତ ବରଗଡ଼ ବ୍ରିଟ୍‌ କଲୋନୀ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ୪ ଆହତ ମେଡିକାଲରେ ଭର୍ତ୍ତି; ଡ୍ରାଇଭର ଥାନାରେ...

Page 11 of 71 1 10 11 12 71

Recommended

Most Popular