Uncategorized ଖୋର୍ଦ୍ଧା: ବାଲୁଗାଁ କାଳିଜାଇ ମୋଟର ବୋଟ ଆସୋସିଏସନ ଯାତ୍ରୀନିବାସ ପଛ ପାର୍ଶ୍ୱରେ ଏକ ଅଜଣା ବୃଦ୍ଧଲୋକଟିର ମୃତ ଶରୀର ଅନେକ ସମୟ ଧରି ପଡିରହିଥିଲା ।ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଡାକ୍ତର ମୃତ ଘୋଷଣା କରିଥିବାବେଳେ ମୃତ ବୃଦ୍ଧ ଲୋକଟିର ପରିଚୟ ମିଳିପାରିନାହିଁ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ। October 5, 2025
ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା January 4, 2026
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ August 19, 2025