Uncategorized ହୃଦ ଘାତରେ ଚାଲିଗଲା ନାବାଳୀକାଙ୍କ ଜୀବନ ଜିଲ୍ଲା ବାଦାମପାହାଡ଼ ଥାନା ମୟୂରଭଂଜ ଗ୍ରାମପଞ୍ଚାୟତ କୁମୁଡ଼ାଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲକ୍ଷ୍ମୀଧର ସୋରେନଙ୍କ ଝିଅ ମଧୁସ୍ମିତା (୧୫) ହଠାତ୍ ପାଟି କରି ଉଠିଲା ମାଆ ମୋ ଛାତି ମୁଣ୍ଡ ବହୁତ୍ ବ୍ୟଥା ହେଉଛି କହି ତଳେ ପଡ଼ିଯାଇଥିଲେ। ସମସ୍ତେ ଧାଇଁ ଆସି ଝିଅକୁ ଉଠାଇ ସଙ୍ଗେସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ମୃତ ଘୋଷଣା କରିଥିଲେ ।ବୁଝୁ ବୁଝୁ ଜଣା ପଡିଲା ହୃଦ ଘାତରେ ମୃତ୍ୟୁ ହୋଇଛି। December 17, 2025
ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା January 4, 2026
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ August 19, 2025