Uncategorized

୮ ବର୍ଷ ପରେ ରାଉରକେଲା ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ

ଦୋଷୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ଲକ୍ଷ ଜୋରିମାନାରାୟ ଶୁଣାଇଲେ ରାଉରକେଲା ଫାଷ୍ଟଟ୍ରାକ୍ କୋର୍ଟ୨୦୧୬ରେ ରଘୁନାଥପଲ୍ଲୀରୁ ଉଠାଇ ନେଇ ହୋଇଥିଲା ଦୁଷ୍କର୍ମ

Read more

ସ୍ବାମୀର ଖଣ୍ଡା ଚୋଟରେ ସ୍ତ୍ରୀ ଗୁରୁତର

ଓଡ଼ଗାଁ ଆଦର୍ଶ ଥାନା ଓଡ଼ଗାଁ ସହରର ଫିଲ୍ମ ହଲ ନିକଟରେ ଭଡ଼ାଘରେ ରହୁଥିବା ନିରୁପମା ବିଶ୍ବାଳ(୩୫) ସ୍ୱାମୀଙ୍କ ଖଣ୍ଡା ଚୋଟରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ପରେ...

Read more

ବାପାଙ୍କ ଶବ ଆଣୁଥିବା ବେଳେ ପୁଅ ଶବ ହୋଇଗଲେ

କଟକ: ବାପାଙ୍କ ଶବ ନେଇ ଘରକୁ ଫେରୁଥିବାବେଳେ ନିଜେ ଶବ ପାଲଟିଗଲେ ପୁଅ। ମେଡିକାଲରୁ ବାପାଙ୍କ ମୃତଦେହ ନେଇ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଛି...

Read more

ପୁରୀ ସମୁଦ୍ରରେ ବୁଡ଼ିଗଲେ ପର୍ଯ୍ୟଟକ

ସମୁଦ୍ରରେ ଗାଧେଇବାବେଳେ ରିପ୍ କରେଣ୍ଟରେ ପଡି ବୁଡ଼ିଗଲେସେକ୍ଟର ୯ ସମୁଦ୍ରକୂଳରେ ଅଘଟଣ, ଉଦ୍ଧାର କଲେ ଲାଇଫ ଗାର୍ଡଉଦ୍ଧାର ପର୍ଯ୍ୟଟକ କେନ୍ଦୁଝରର ବିକାଶ ନାୟକ

Read more

ପ୍ରେମିକ ଆଗରେ ପ୍ରେମିକାକୁ ଗଣ ଧର୍ଷଣ

ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ। ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରିଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଏ ସଂପର୍କରେ କିନ୍ତୁ...

Read more

ସ୍ୱର୍ଗଦ୍ୱାରରେ ଜୁଇ ଜଳିବା ପୂର୍ବରୁ ଆଖି ଖୋଲିଲେ

ପୁରୀ ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ଜୀବିତ -ଜୀବିତ ମହିଳା ପୁରୀ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି -ଗଞ୍ଜାମ କେ. ନୂଆଗାଁ ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ...

Read more

ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର

*-ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର**-ଗଳ୍ପ ସଂକଳନ 'ମ୍ୟାଟିନି ସୋ' ପାଇଁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର**-ଅକ୍ଟୋବର ୨୬ ତାରିଖରେ ସାରସ୍ବତ...

Read more
Page 23 of 33 1 22 23 24 33

Recent News