#ଟ୍ୟୁସନସାରଙ୍କୁଦୁର୍ବୃତ୍ତଙ୍କ_ଗୁଳିମାଡ଼ ମୟୂରଭଞ୍ଜ: ବଡ଼ସାହି ଥାନା ଶାକୁଆ ଗାଁର ଘଟଣା୨ ରାଉଣ୍ଡ ଗୁଳି ଚଳାଇ ଦୁର୍ବୃତ୍ତ ଫେରାର, କାରଣ ଅସ୍ପଷ୍ଟପେଟରେ ବାଜିଛି ଗୁଳି, ପିଆର୍ଏମ ମେଡିକାଲରେ ଭର୍ତ୍ତି