#ଅକ୍ଟୋବରରେଦୁଇଟିବାତ୍ୟା_ଆକଳନ
ଆମେରିକାର GFS ମଡେଲ ପକ୍ଷରୁ ବାତ୍ୟା ଆକଳନ
ବଙ୍ଗୋପସାଗରରେ ଦୁଇଟି ବାତ୍ୟା ସୃଷ୍ଟି ସମ୍ଭାବନା
ଗୋଟିଏ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହୋଇପାରେ
ଆଉ ଗୋଟିଏ ବାତ୍ୟା ତାମିଲନାଡୁ ମୁହାଁ ସମ୍ଭାବନା
୧୯୯୯ ମହାବାତ୍ୟା ପରି ଶକ୍ତିଶାଳୀ ହେଉଥିବା ଆକଳନ
ଓଡ଼ିଶା ମୁହାଁ ମଧ୍ୟ ହେଉଥିବାର ଆକଳନ