
-ପାରଳାଖେମୁଣ୍ଡି: ବର୍ଷା ପରେ ଭୂସ୍ଖଳନ; ବାପପୁଅ ନିଖୋଜ
-ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ
-ଭୂସ୍ଖଳନରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ
-ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ଓ ପୋଲିସ
-ରାୟଗଡ଼ରୁ ନୂଆଗଡ଼ ଓ ରା.ଉଦୟଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
-ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ମାଟି ଅତଡ଼ା ଖସିଲା
-ଫଳରେ ଅଢେଇ ଗାଁ ଓ କୁଯାସିଂ ଗାଁକୁ ଯୋଗାଯୋଗ ବିଛିନ୍ନ