SI_ପରୀକ୍ଷାକେଳେଙ୍କାରୀ: #୧୧୭କୋର୍ଟ_ଚାଲାଣ-ପୋଲିସ SI ପରୀକ୍ଷା ଜାଲିଆତି ଉଦ୍ୟମ ଘଟଣା-୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲଙ୍କୁ କୋର୍ଟ ଚାଲାଣ-କଡ଼ା ସୁରକ୍ଷାରେ ବ୍ରହ୍ମପୁର JMFC କୋର୍ଟରେ ହାଜର-୪ଟି ଗାଡ଼ିରେ ୧୧୭ ଜଣଙ୍କୁ ନିଆଗଲା କୋର୍ଟ-ଆନ୍ଧ୍ର ସୀମାରୁ ୧୧୭ ଜଣଙ୍କୁ ଗିରଫ କରିଥିଲା ପୋଲିସ