
#ବୈଜୟନ୍ତପଣ୍ଡାସିଲେକ୍ଟକମିଟିଅଧ୍ୟକ୍ଷ
-ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସିଲେକ୍ଟ କମିଟି ଅଧ୍ୟକ୍ଷ ଦାୟିତ୍ୱ
-ଇନସଲଭେନସୀ ଓ ବ୍ୟାଙ୍କରପ୍ସି କୋଡ୍ (ସଂଶୋଧନ) ବିଲ୍ ସିଲେକ୍ଟ କମିଟି ଅଧ୍ୟକ୍ଷ
-ପୁନର୍ଗଠିତ ସଂସଦୀୟ ବାଣିଜ୍ୟ କମିଟିରେ ମଧ୍ୟ ସ୍ଥାନ ପାଇଲେ ବୈଜୟନ୍ତ
-ବାଣିଜ୍ୟ କମିଟିରେ ଅନୀତା ଶୁଭଦର୍ଶିନୀ ମଧ୍ୟ ସ୍ଥାନ ପାଇଲେ
-ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା କମିଟିରେ ସମ୍ୱିତ ପାତ୍ର
-ସାର ଓ ରସାୟନ କମିଟିରେ ମଧ୍ୟ ସ୍ଥାନ ପାଇଲେ ସମ୍ୱିତ ।ଭର୍ତ୍ତୃହରିଅର୍ଥ #ସପ୍ତଗିରିଗ୍ରାମ୍ୟଉନ୍ନୟନକମିଟି_ଅଧ୍ୟକ୍ଷ
-ଗୁରୁତ୍ୱପୂର୍ଣ୍ଣ ଅର୍ଥ କମିଟି ଅଧ୍ୟକ୍ଷ ହେଲେ ଭର୍ତ୍ତୃହରି ମହତାବ
-ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ କମିଟି ଅଧ୍ୟକ୍ଷ ହେଲେ ସପ୍ତଗିରି ଉଲ୍ଲାକା
-ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ କମିଟିରେ ନବ ଚରଣ ମାଝୀ
-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିରେ ଅପରାଜିତା ଷଡ଼ଙ୍ଗୀ ସ୍ଥାନ ପାଇଲେ
-ବୈଦେଶିକ ବ୍ୟାପାର କମିଟିରେ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଦୀପ ପାଣିଗ୍ରାହୀ
-ଜଳ ସଂପଦ କମିଟିରେ ସ୍ଥାନ ପାଇଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
-ଶ୍ରମ, ବୟନ ଓ ଦକ୍ଷତା ବିକାଶ କମିଟିରେ ପ୍ରଦୀପ ପୁରୋହିତ
-କୃଷି, ପ୍ରାଣୀ ସଂପଦ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ ସୁକାନ୍ତ ପାଣିଗ୍ରାହୀ
-ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା କମିଟିରେ ରବୀନ୍ଦ୍ର ନାରାୟଣ ବେହେରା
-ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ଅଭିମନ୍ୟୁ ସେଠୀ
-ରେଲୱେ କମିଟିରେ ସଙ୍ଗୀତା କୁମାରୀ ସିଂହଦେଓ
-ଶିଳ୍ପ କମିଟିରେ ସ୍ଥାନ ପାଇଲେ ବିଭୂ ପ୍ରସାଦ ତରାଇ
-ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ ମାଳଭିକା ଦେବୀ।