• About
  • Advertise
  • Privacy & Policy
  • Contact
Monday, October 20, 2025
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଦେଶରେ ଓଡିଶା ଆଗରେ

OD Times by OD Times
September 30, 2025
in Uncategorized
0
0
SHARES
0
VIEWS
Share on FacebookShare on Twitter

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୩’ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍‌ ରେଜିଷ୍ଟର୍‌ କରିଛି। ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ। ଅନ୍ୟପକ୍ଷେ ଉତ୍ତର ପ୍ରଦେଶ (୧,୭୫୦ କେସ୍‌)କୁ ଓଡିଶା ପଛରେ ରହିଛି। ଏହି ରିପୋର୍ଟ୍‌ ରାଷ୍ଟ୍ରୀୟ ସ୍ତରରେ ମହିଳାଙ୍କ ବିରୋଧରେ ଅପରାଧରେ ୪% ବୃଦ୍ଧି ଦର୍ଶାଇଛି, ଯାହା ସମାଜରେ ନାରୀ ସୁରକ୍ଷାର ଗମ୍ଭୀର ଅଭାବକୁ ସୂଚାଇଛି।ସୂଚନା ଅନୁଯାୟୀ, ଓଡ଼ିଶା ୨୦୨୩ରେ ମହିଳାଙ୍କୁ ବଳାତ୍କାର କରିବା ଉଦ୍ଦେଶ୍ୟ ରଖି କରାଯାଇଥିବା ଆକ୍ରମଣରେ (ଆଇପିସି ଧାରା ୩୫୪) ମଧ୍ୟ ୫,୯୩୭ଟି କେସ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିରେ ରାଜସ୍ଥାନ (୬,୭୫୮ କେସ୍‌)ର ଦ୍ୱିତୀୟରେ ରହିଛି। ପ୍ରତି ଲକ୍ଷ ଜନସଂଖ୍ୟାରେ ଅପରାଧ ହାରରେ (୨୫.୮%) ଓଡ଼ିଶା ପ୍ରଥମ, ରାଜସ୍ଥାନ (୧୭.୧%) ଦ୍ୱିତୀୟ। ରାଜ୍ୟରେ ମହିଳାଙ୍କ ବିରୋଧରେ ସମ୍ପୂର୍ଣ୍ଣ ଅପରାଧ ୨୫,୯୧୪ଟି ହୋଇଛି, ଯାହା ୨୦୨୨ର ୨୩,୬୪୮ରୁ ବୃଦ୍ଧି ପାଇଛି। ଏହା ରାଷ୍ଟ୍ରୀୟ ସ୍ତରରେ ୪.୪୮ ଲକ୍ଷ ଅପରାଧରୁ ଏକ ଅଂଶ, ଯେଉଁଥିରେ ପତି କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯ୍ୟାତନ (୧,୩୩,୬୭୬ କେସ୍‌), ଅପହରଣ (୮୮,୬୦୫) ଓ ବଳାତ୍କାର (୨୯,୬୭୦) ସର୍ବାଧିକ।ରାଜ୍ୟରେ ସମ୍ପୂର୍ଣ୍ଣ ଆଇପିସି ଅଧୀନରେ ରେଜିଷ୍ଟର୍‌ ହୋଇଥିବା ଅପରାଧ ୧,୭୦,୦୨୨ଟି, ଯାହା ୨୦୨୨ର ୧,୪୩,୪୧୪ରୁ ୧୮.୭% ବୃଦ୍ଧି। ମହିଳାଙ୍କ ବିରୋଧରେ ୨୫,୯୧୪ ଓ ଶିଶୁମାନଙ୍କ ବିରୋଧରେ ୮,୫୭୭ଟି ଅପରାଧ ରିପୋର୍ଟ୍‌ ହୋଇଛି, ଯାହା ଆଗର ବର୍ଷରୁ ୯.୬% ଓ ୪.୧% ବୃଦ୍ଧି। ରାଜ୍ୟ ଆୟାବହିର୍ଭୁତ ସମ୍ପତ୍ତି (ଡିଏ) ମାମଲାରେ ୮୫ଟି କେସ୍‌ ସହ ପ୍ରଥମ, କର୍ଣ୍ଣାଟକ (୮୪) ଦ୍ୱିତୀୟ।ତେବେ ହତ୍ୟା ଓ ବଳାତ୍କାର ହ୍ରାସ ଦେଖିବାକୁ ମିଳିଛି। ୨୦୨୨ର ୧,୩୭୯ ହତ୍ୟା ଓ ୧,୪୬୪ ବଳାତ୍କାର କେସ୍‌ରୁ ୨୦୨୩ରେ ୧,୩୬୨ ଓ ୧,୧୯୫ଟି ହତ୍ୟାକାଣ୍ଡ ଘଟିଛି, ଯାହା ୧. ୮% ଓ ୧୮.୪% ହ୍ରାସ ପାଇଥିବା କୁହା ଯାଇଛି।

Previous Post

ନଦୀରେ ଭାସି ଯାଇ ଚାଲିଗଲା ଜୀବନ

Next Post

ଓଡ଼ିଶା ରଣଜୀଟିମ୍‌ ଘୋଷିତ

OD Times

OD Times

Next Post

ଓଡ଼ିଶା ରଣଜୀଟିମ୍‌ ଘୋଷିତ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025

ସମୟ ଭିତରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ

August 19, 2025

ବେଆଇନ ବିସ୍ପୋରକ ସାମଗ୍ରୀ ଜବତ

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

*#ଇଞ୍ଜିନିୟରିଂ_ଛାତ୍ରୀଙ୍କୁ_ଅପହରଣ_ପରେ_ଦୁଷ୍କର୍ମ !*

October 19, 2025

ଖସିଲା ପଥର

October 19, 2025

ଟିଉସନରେ ଫୁଟିଲା ଗୁଳି

October 19, 2025

ଅସ୍ତ୍ର ବିରତି ପାଇଁ ସହମତି

October 19, 2025

Recent News

*#ଇଞ୍ଜିନିୟରିଂ_ଛାତ୍ରୀଙ୍କୁ_ଅପହରଣ_ପରେ_ଦୁଷ୍କର୍ମ !*

October 19, 2025

ଖସିଲା ପଥର

October 19, 2025

ଟିଉସନରେ ଫୁଟିଲା ଗୁଳି

October 19, 2025

ଅସ୍ତ୍ର ବିରତି ପାଇଁ ସହମତି

October 19, 2025
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

*#ଇଞ୍ଜିନିୟରିଂ_ଛାତ୍ରୀଙ୍କୁ_ଅପହରଣ_ପରେ_ଦୁଷ୍କର୍ମ !*

October 19, 2025

ଖସିଲା ପଥର

October 19, 2025
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.