
-ଦୁର୍ଗା ପୂଜା ପାଇଁ ଟ୍ରାଫିକ୍ କଟକଣା; ଦିନ ୨ଟା ପରେ NHରେ ଭାରିଯାନ ମନା
-ଖୋର୍ଦ୍ଧା ଓ କଟକ ପଟୁ ଭାରିଯାନ ଆସିବା ବାରଣ କଲେ ଟ୍ରାଫିକ୍ ଡିସିପି
-ଦିନ ୨ଟା ପରଠାରୁ ନିର୍ଦ୍ଧିଷ୍ଟ କେତେକ ରୁଟ୍ରେ ଗଡ଼ିବନି ‘ଆମ ବସ୍’
-ପାର୍କିଂ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡ଼ି ରଖିଲେ ଉଠାଇ ନେବ ପୋଲିସ
-ମଣ୍ଡପ ଆଗରେ ଗାଡ଼ି ରଖି ଦର୍ଶନ କଲେ ପୋଲିସ କାଟିବ ଫାଇନ୍
-ଭିଡ଼ ଉପରେ ଦୃଷ୍ଟି ଦେଇ ପୂଜା ବୁଲିବା ଯୋଜନା କରନ୍ତୁ- ଟ୍ରାଫିକ୍ ଡିସିପି