ଜଗତସିଂହପୁର: ଘରେ ପଶିଲା ମହାନଦୀ ପାଣି, ୩୦ ପରିବାର ଜଳବନ୍ଦୀ-ତିର୍ତ୍ତୋଲ ବ୍ଲକ୍ ଆଦିବାସୀ ସାହିରେ ମହାନଦୀ ପାଣି ପଶିଲା -ଘରେ ପାଣି ପଶିଥିବାରୁ କେନାଲ ବନ୍ଧରେ ପାଲଟାଣି ଆଶ୍ରୟ ନେଲେ ଲୋକେ