
🎯ଫ୍ୟାମିଲିପ୍ଲାନିଂଅସ୍ତ୍ରୋପଚାରମେସିନ୍ଅଚଳ !
-ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କ ଜୀବନ ସହ ଖେଳ
-ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ପାଇଁ ୨୮ ଜଣ ମହିଳାଙ୍କୁ ଡକାଯାଇଥିଲା
-୪ ଜଣ ମହିଳାଙ୍କ ଅସ୍ତ୍ରୋପଚାର ପରେ ଅଧାରୁ ମେସିନ ଅଚଳ ଅଭିଯୋଗ
-ସକାଳଠାରୁ ଆସି ଅପେକ୍ଷା କରିଥିବା ମହିଳା ଓ ପରିବାର ସଦସ୍ୟ ହନ୍ତସନ୍ତ
-ଆନାସ୍ଥେସିଆ ଦିଆଯାଇଥିବା ଅଭିଯୋଗ; ଚିନ୍ତାରେ ପରିବାର ଲୋକେ