
ଓସିଏସ୍ ପରୀକ୍ଷା ପାଇଁ ଆସିଲା ଟାଇମ୍ ଟେବୁଲ
-ଓସିଏସ୍ ପରୀକ୍ଷା-୨୦୨୪ ପାଇଁ ଟାଇମ୍ ଟେବୁଲ ଜାରି
-ଆସନ୍ତା ଅକ୍ଟୋବର ୧୨ରେ ହେବ ପରୀକ୍ଷା
-ସକାଳ ୧୦ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ପ୍ରଥମପତ୍ର
-ଅପରାହ୍ଣ ୧ଟା ୩୦ରୁ ୩ଟା ୩୦ ଯାଏ ଦ୍ବିତୀୟପତ୍ର
-ଅକ୍ଟୋବର ୪ତାରିଖ ଠାରୁ ମିଳିବ ଆଡମିଟ୍ କାର୍ଡ
-ଓପିଏସ୍ସିର ୱେବ୍ସାଇଟ୍ରୁ ଡାଉନଲୋଡ କରିପାରିବେ ପ୍ରାର୍ଥୀ
-ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି.