–ଏନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
–ଯେଉଁ ଜନଜାତି ଜଙ୍ଗଲ ଜମିରେ ରହୁଛନ୍ତି ତାଙ୍କୁ ୧୦ ଡିସିମିଲ୍ ଜମି ମିଳିବ
–ହୀରାକୁଦ ନିର୍ମାଣରେ ଯେଉଁମାନେ ବିସ୍ଥାପିତ ହୋଇଥିଲେ, ଜମି ପଟ୍ଟା ମିଳିବ
–୨୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନକୁ ମଧ୍ୟ ସରକାର ଜମି ଯୋଗାଇ ସାରିଛନ୍ତି: ସୁରେଶ ପୂଜାରୀ