• About
  • Advertise
  • Privacy & Policy
  • Contact
Friday, April 24, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ଏପ୍ରିଲ ୨୭ ତାରିଖ ରୁ ଖରା ଛୁଟି। 👉 ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ👉 ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ👉 ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା👉 ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା👉 ଗଣଶିକ୍ଷା ବିଭାଗର ଏସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

OD Times by OD Times
April 24, 2026
in Uncategorized
0
0
SHARES
0
VIEWS
Share on FacebookShare on Twitter
Previous Post

ଚିକିତ୍ସା ପାଇଁ ଆନ୍ଧ୍ର ଯାଇଥିବା ଶ୍ବଶୁର-ଜ୍ବାଇଁ କଳାହାଣ୍ଡି ଫେରିବା ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ।କ୍ୟାନସର ଚିକିତ୍ସା ସାରି ବିଶାଖାପାଟଣା ଠାରୁ କଳାହାଣ୍ଡି ଯାଉଥିବା ବେଳେ ଟ୍ରେନରୁ ଖସି ଶଶୁର ରାୟଗଡ଼ା ରେଳ ଷ୍ଟେସନ ନିକଟରେ ଏବଂ ପରେ ଜ୍ବାଇଁଙ୍କ ମୁନିଗୁଡା ବ୍ଲକ ଦହିଖାଲ ଦେଶ ରେଳ ଷ୍ଟେସନ ନିକଟରେ ଖସି ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ସୂଚନାରୁ ଜଣାପଡ଼ିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଟିକାଇ ଗ୍ରାମର ଜ୍ବାଇଁ ସୁଦାମ ନାୟକ ଗତ ୨୩ ତାରିଖ ଦିନ ଶଶୁର ଲିଙ୍ଗରାଜ ସାହା (୮୦)ଙ୍କୁ ଧରି କ୍ୟାନସର ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିଲେ। କୋରବା ଲିଙ୍କ ଏକ୍ସପ୍ରେସରେ ଫେରୁଥିବା ବ‌େଳେ କୌଣସି କାରଣ ବସତଃ ପ୍ରଥମେ ଶଶୁର ରାୟଗଡା ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ଖସିପଡ଼ି ଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପଟରେ ଶଶୁରଙ୍କୁ ନପାଇ ଜ୍ବାଇଁ ବ୍ୟସ୍ତ ହୋଇ ଟ୍ରେନରୁ ଖସିଯାଇଥିବା ପୁଲିସ ଅନୁମାନ କରୁଛି। ଉଭୟଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ରାୟଗଡା ଓ ମୁନିଗୁଡା ଜିଆରପି ପୁଲିସ ତଦନ୍ତ ଜାରିରଖିଛି। ଜ୍ୱାଇଁ ସୁଦାମଙ୍କ ମୃତଦେହ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶଶୁର ଲିଙ୍ଗରାଜଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି

OD Times

OD Times

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

Shadow Tactics: Blades of the Shogun Review

macOS Sierra review: Mac users get a modest update this year

Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ଏପ୍ରିଲ ୨୭ ତାରିଖ ରୁ ଖରା ଛୁଟି। 👉 ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ👉 ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ👉 ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା👉 ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା👉 ଗଣଶିକ୍ଷା ବିଭାଗର ଏସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

April 24, 2026

ଚିକିତ୍ସା ପାଇଁ ଆନ୍ଧ୍ର ଯାଇଥିବା ଶ୍ବଶୁର-ଜ୍ବାଇଁ କଳାହାଣ୍ଡି ଫେରିବା ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ।କ୍ୟାନସର ଚିକିତ୍ସା ସାରି ବିଶାଖାପାଟଣା ଠାରୁ କଳାହାଣ୍ଡି ଯାଉଥିବା ବେଳେ ଟ୍ରେନରୁ ଖସି ଶଶୁର ରାୟଗଡ଼ା ରେଳ ଷ୍ଟେସନ ନିକଟରେ ଏବଂ ପରେ ଜ୍ବାଇଁଙ୍କ ମୁନିଗୁଡା ବ୍ଲକ ଦହିଖାଲ ଦେଶ ରେଳ ଷ୍ଟେସନ ନିକଟରେ ଖସି ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ସୂଚନାରୁ ଜଣାପଡ଼ିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଟିକାଇ ଗ୍ରାମର ଜ୍ବାଇଁ ସୁଦାମ ନାୟକ ଗତ ୨୩ ତାରିଖ ଦିନ ଶଶୁର ଲିଙ୍ଗରାଜ ସାହା (୮୦)ଙ୍କୁ ଧରି କ୍ୟାନସର ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିଲେ। କୋରବା ଲିଙ୍କ ଏକ୍ସପ୍ରେସରେ ଫେରୁଥିବା ବ‌େଳେ କୌଣସି କାରଣ ବସତଃ ପ୍ରଥମେ ଶଶୁର ରାୟଗଡା ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ଖସିପଡ଼ି ଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପଟରେ ଶଶୁରଙ୍କୁ ନପାଇ ଜ୍ବାଇଁ ବ୍ୟସ୍ତ ହୋଇ ଟ୍ରେନରୁ ଖସିଯାଇଥିବା ପୁଲିସ ଅନୁମାନ କରୁଛି। ଉଭୟଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ରାୟଗଡା ଓ ମୁନିଗୁଡା ଜିଆରପି ପୁଲିସ ତଦନ୍ତ ଜାରିରଖିଛି। ଜ୍ୱାଇଁ ସୁଦାମଙ୍କ ମୃତଦେହ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶଶୁର ଲିଙ୍ଗରାଜଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି

April 24, 2026

ପଦ୍ମ ଧରିଲେ 7 ଆପ ନେତା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ରାଘବ ଚଢ଼ା, ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକଙ୍କ ସମେତ ୭ ଜଣ ରାଜ୍ୟସଭା ସାଂସଦ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ ମୁଖ୍ୟ ନିତିନ ନବୀନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ସାଂସଦମାନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ହରଭଜନ ସିଂହ, ସ୍ୱାତି ମାଲିୱାଲ, ରାଜିନ୍ଦର ଗୁପ୍ତା ଓ ବିକ୍ରମ ସାହନୀ ମଧ୍ୟ ଆପ୍ ପରିତ୍ୟାଗ କରି ବିଜେପି ଶିବିରକୁ ଆସିଛନ୍ତି। ବିଜେପି ମୁଖ୍ୟାଳୟରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ନିତିନ ନବୀନ ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଏହା ଦଳ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି।

April 24, 2026

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

April 23, 2026

Recent News

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ଏପ୍ରିଲ ୨୭ ତାରିଖ ରୁ ଖରା ଛୁଟି। 👉 ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ👉 ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ👉 ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା👉 ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା👉 ଗଣଶିକ୍ଷା ବିଭାଗର ଏସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

April 24, 2026

ଚିକିତ୍ସା ପାଇଁ ଆନ୍ଧ୍ର ଯାଇଥିବା ଶ୍ବଶୁର-ଜ୍ବାଇଁ କଳାହାଣ୍ଡି ଫେରିବା ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ।କ୍ୟାନସର ଚିକିତ୍ସା ସାରି ବିଶାଖାପାଟଣା ଠାରୁ କଳାହାଣ୍ଡି ଯାଉଥିବା ବେଳେ ଟ୍ରେନରୁ ଖସି ଶଶୁର ରାୟଗଡ଼ା ରେଳ ଷ୍ଟେସନ ନିକଟରେ ଏବଂ ପରେ ଜ୍ବାଇଁଙ୍କ ମୁନିଗୁଡା ବ୍ଲକ ଦହିଖାଲ ଦେଶ ରେଳ ଷ୍ଟେସନ ନିକଟରେ ଖସି ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ସୂଚନାରୁ ଜଣାପଡ଼ିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଟିକାଇ ଗ୍ରାମର ଜ୍ବାଇଁ ସୁଦାମ ନାୟକ ଗତ ୨୩ ତାରିଖ ଦିନ ଶଶୁର ଲିଙ୍ଗରାଜ ସାହା (୮୦)ଙ୍କୁ ଧରି କ୍ୟାନସର ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିଲେ। କୋରବା ଲିଙ୍କ ଏକ୍ସପ୍ରେସରେ ଫେରୁଥିବା ବ‌େଳେ କୌଣସି କାରଣ ବସତଃ ପ୍ରଥମେ ଶଶୁର ରାୟଗଡା ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ଖସିପଡ଼ି ଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପଟରେ ଶଶୁରଙ୍କୁ ନପାଇ ଜ୍ବାଇଁ ବ୍ୟସ୍ତ ହୋଇ ଟ୍ରେନରୁ ଖସିଯାଇଥିବା ପୁଲିସ ଅନୁମାନ କରୁଛି। ଉଭୟଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ରାୟଗଡା ଓ ମୁନିଗୁଡା ଜିଆରପି ପୁଲିସ ତଦନ୍ତ ଜାରିରଖିଛି। ଜ୍ୱାଇଁ ସୁଦାମଙ୍କ ମୃତଦେହ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶଶୁର ଲିଙ୍ଗରାଜଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି

April 24, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.