-ବାଲେଶ୍ଵର ସହଦେଵ ଖୁଣ୍ଟା ପୋଲିସ ଦ୍ୱାରା ବାଂଲାଦେଶୀ ଯୁବତୀ ଅଟକ-ବାଲେଶ୍ଵରରେ ରହି ସେକ୍ସ ରାକେଟ୍ ଚଳାଇଥିବା ଅଭିଯୋଗ-ନିଜକୁ ବସ୍ତା ଅଞ୍ଚଳର ଯୁବତୀ ଦର୍ଶାଇ ଫେକ୍ ଆଧାର କାର୍ଡ ହାତେଇଥିଲା-ନାରୀ ସଂଘ ସଭାପତି ଏହି ଯୁବତୀଙ୍କ ନାମରେ ଅଭିଯୋଗ କରିଥିଲେ