*କୋରାପୁଟ ସୁଙ୍କି ଘାଟିରେ ଦୁର୍ଘଟଣା; ୫୦ ଫୁଟ୍ ତଳକୁ ଖସିଲା OSRTC ବସ୍*- *ସୁଙ୍କି ଘାଟିର ଦ୍ବିତୀୟ ବୁଲାଣିରେ ଟ୍ରକ୍କୁ ଧକ୍କା ଦେଇ ଘାଟି ତଳକୁ ଖସିଲା ବସ୍*- *ରାତି ପ୍ରାୟ ୩ଟା ବେଳେ ଦୁର୍ଘଟଣା; ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ*- *ଭାବନୀପଟଣାରୁ ବିଶାଖାପାଟଣ ଅଭିମୁଖେ ଯାଉଥିଲା ବସ୍*- *ବସ୍ରେ ଥିଲେ୨୫ ଯାତ୍ରୀ; ଉଦ୍ଧାର କାର୍ଯ୍ୟ ଜାରି*