ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି* କେନ୍ଦ୍ରକୁ ଚିଠି ଲେଖି ଅବଗତ କଲେ ରାଜ୍ୟ ସରକାର * ୨୦୨୭ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି* ଏପ୍ରିଲ ୧୩ରେ ସରୁଥିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି* ଆଜି ଅଛି ମହାନଦୀ ବିବାଦର ଶୁଣାଣି * ସୂଚନା ଦେଲେ ଏଜି ପୀତାମ୍ବର ଆଚାର୍ଯ୍ୟ