
*ଡିଜେଲ୍ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି** *ଡିଜେଲ୍ ରପ୍ତାନୀ ଉପରେ ଶୁଳ୍କ ବୃଦ୍ଧି କଲେ ସରକାର** *ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ** *ଲିଟର ପ୍ରତି ୨୧ ଟଙ୍କା ୫୦ ପଇସାରୁ ୫୫ ଟଙ୍କା ୫୦ ପଇସାକୁ ବୃଦ୍ଧି** *ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ୍) ଶୁଳ୍କ ମଧ୍ୟ ବୃଦ୍ଧି** *ଏଟିଏଫ୍ ପ୍ରତି ଲିଟରରେ ୨୯ ଟଙ୍କା ୫୦ ପଇସାରୁ ୪୨ ଟଙ୍କାକୁ ବୃଦ୍ଧି** *ପେଟ୍ରୋଲ୍ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ନ ହୋଇ ଶୂନ୍ୟ ରହିଛି*




