
୩ଟି ରାଜ୍ୟରେ ବମ୍ପର ଭୋଟିଂ!
🗳️ଆସାମ: ୮୪.୪୨% ମତଦାନ ହୋଇଛି।
🗳️ପୁଡୁଚେରୀ: ୮୬.୯୨% ମତଦାନ ହୋଇଛି।
🗳️ କେରଳ: ୭୫.୦୧% ମତଦାନ ହୋଇଛି।
⭕ଆଜି ଆସାମରେ ୧୨୬ଟି,
⭕କେରଳରେ ୧୪୦ଟି ଏବଂ
⭕ ପୁଡୁଚେରୀରେ ୩୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି।
ଗୁରୁବାର ଦିନ ଆସାମ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ସନ୍ଧ୍ୟା 5ଟା ସୁଦ୍ଧା 84.42 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି, ଯାହା 2021 ରେ 82.04 ପ୍ରତିଶତ ଥିଲା।




