ବେଗୁନିଆରେ ୩୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୪୦ ହଜାର ୮୧୧ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ‘୫୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ’ ଓଡ଼ିଶାରେ ଶିଳ୍ପ ସମୃଦ୍ଧିର ଲକ୍ଷ୍ୟ ପୂରଣ ହେଉଛି: ମୁଖ୍ୟମନ୍ତ୍ରୀ ‘ଶିଳ୍ପ କ୍ଷେତ୍ରରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ଓଡ଼ିଶା’