
- ପଶ୍ଚିମବଙ୍ଗରେ SIR ପ୍ରକ୍ରିୟାରେ ଅଧିକାରୀଙ୍କ ଉପରେ ହିଂସା ଘଟଣା
- ହିଂସା ଓ ଧମକକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ
- ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କହିଲେ ସୁପ୍ରିମକୋର୍ଟ
- ନ୍ୟାୟିକ ପ୍ରଶାସନରେ ବାଧା ସୃଷ୍ଟି କରିବାକୁ ଏକ ଯୋଜନାବଦ୍ଧ ପ୍ରୟାସ
- ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍
- ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍




