
📌ରାଘବ ଚଢ଼ାଙ୍କୁ ହଟାଇଲା ଆପ୍…
📍ଆପ୍ର ରାଜ୍ୟସଭା ଉପନେତା ପଦରୁ ରାଘବ ଚଢ଼ାଙ୍କୁ ହଟାଇବାକୁ ଚିଠି
📍ରାଜ୍ୟସଭା ସଚିବାଳୟକୁ ଚିଠି ପଠାଇଲା ଆମ୍ ଆଦ୍ମୀ ପାର୍ଟି
📍ଆପ୍ ପାଇଁ ଆହୁତ ସମୟ ରାଘବ ଚଢ଼ାଙ୍କୁ ଆଲର୍ଟ ନ କରିବାକୁ ପ୍ରସ୍ତାବ
📍ଅଶୋକ ମିତ୍ତଲଙ୍କୁ ରାଜ୍ୟସଭାରେ ଆପ୍ ଉପନେତା ପଦ ଦେବାକୁ ଚିଠି
📍ରାଜ୍ୟସଭାରେ ଆପ୍ର ୧୦ ସଦସ୍ୟଙ୍କ ମଧ୍ୟରେ ରାଘବ ଚଢ଼ା ଅନ୍ୟତମ
📍୩୩ ବର୍ଷ ବୟସରେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ରାଜ୍ୟସଭା ଯାଇଛନ୍ତି ରାଘବ




