🅾️📌୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା…
📍ଆଗାମୀ ଦୁଇ ଦିନ ୪ ଜିଲ୍ଲାରେ ହେବ ପ୍ରବଳ ଗୁଳୁଗୁଳି
📍୪ ଜିଲ୍ଲାକୁ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି
📍ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଆଲର୍ଟ
-📍ଦକ୍ଷିଣ ଉପକୂଳରେ କାଳବୈଶାଖୀ ଆଲର୍ଟ, ୫ ତାରିଖରୁ ବଢ଼ିବ ବର୍ଷାର ବିସ୍ତୃତି
📍୫ ଓ ୬ ତାରିଖରେ ସାରା ରାଜ୍ୟରେ ହୋଇପାରେ ବର୍ଷା