ନୟାଗଡ଼ ନୂଆଗାଁ ଥାନା କୋରଡ଼ା ଗାଁ ରେ ବାଣ ଭିଡ଼ିବା ବେଳେ, ବାଣ ବିସ୍ଫୋରଣ ଘଟିଥିଲା। ଯାହା ଫଳରେ ୬ ଜଣ ଆହତ, ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିନ୍ତୁ ଅତ୍ୟଧିକ ଗୁରୁତର ଯୋଗୁଁ କଟକ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯିବ । ବର୍ତ୍ତମାନ ସୁଦ୍ଧା ତାଜା ଖବର ଯାହା ମିଳିଛି। ଆର.ପି.ନାୟକ, ଖବର ଦେଇଥିଲେ।