📍ମାନ୍ୟବର ସୁପ୍ରିମକୋର୍ଟଙ୍କର #TET_ OTET ସମ୍ପର୍କିତ ଜଜମେଣ୍ଟ ଫଳରେ କେତେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଭାବିତ ହେବେ, ତାର ତଥ୍ୟ ମାଗିଲେ ଓଡ଼ିଶା ସରକାର। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ମାଗିଲେ ତଥ୍ୟ