
-ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିରୋଧରେ ସମୀର ଦାଶଙ୍କ ରଣହୁଁକାର
-ନିମାପଡ଼ା ବାମନାଳ କାର୍ଯ୍ୟକର୍ତ୍ତା ସମାବେଶରେ ଖୋଲାଖୋଲି ବିରୋଧ
‘-ଆସନ୍ତା ପଞ୍ଚାୟତ ନିର୍ବାଚନରେ ତାଙ୍କ ବିରୋଧରେ ଲଢେଇ କରିବୁ’
‘-ମୋ ଇଚ୍ଛା ବିରୋଧରେ ମୁଁ ବିଧାନସଭା ନିର୍ବାଚନରେ ତାଙ୍କୁ ସମର୍ଥନ କରିଥିଲି’
-ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ପ୍ରଭାତୀଙ୍କୁ ଖୋଲା ବିରୋଧ
-ଏ ବାବଦରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ମିଳିପାରିନି




