
-ଦଶପଲ୍ଲା ଥାନା ୧୬ ନଂ ୱାର୍ଡ ଖଣ୍ଡପଡ଼ା ଗାଁରେ ମଧ୍ୟଯୁଗୀୟ ବର୍ବରତା
-ଜଣେ ମାନସିକ ବିକୃତି ଥିବା ଯୁବକଙ୍କୁ ସଂଘବଦ୍ଧ ଭାବେ ନିସ୍ତୁକ ମାଡ଼
-ଗାଁର ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କ ଫାର୍ମ ହାଉସ୍କୁ ପଶି ଯାଇଥିବାରୁ ମାଡ଼
-ଚୋର ସନ୍ଦେହରେ ରାସ୍ତାରେ ଘୋଷାଡ଼ି ପିଟିବା ସହ ବାଡ଼ିରେ ନିସ୍ତୁକ ପିଟିଲେ
-ନିଜେ ଫରେଷ୍ଟର ଓ ତାଙ୍କ ସମ୍ପର୍କୀୟ ମିଶି ମାଡ଼ ମାରିଲେ
-ମାରିବା କଥାକୁ ଫରେଷ୍ଟରଙ୍କ ସ୍ବୀକାର, ମାମଲା ରୁଜୁ କଲା ପୋଲିସ
-ଫରେଷ୍ଟରଙ୍କୁ ଛାଡ଼ି ଆଉ ୩ ଜଣଙ୍କୁ ଅଟକ ରଖିଲା ଦଶପଲ୍ଲା ପୋଲିସ




