ପେଟ୍ରୋଲ୍ ଡିଜେଲ୍ ଉପରୁ କମିଲା ଏକ୍ସସାଇଜ୍ ଡ୍ୟୁଟି ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ପାଇଁ ୧୩ରୁ ୩ ଟଙ୍କା ହେଲା ଡିଜେଲ୍ ଉପରେ କୌଣସି ଏକ୍ସସାଇଜ୍ ଡ୍ୟୁଟି ଲାଗୁ ହେବ ନାହିଁ ପୂର୍ବରୁ ଡିଜେଲ୍ ଉପରେ ଏକ୍ସସାଇଜ୍ ଡ୍ୟୁଟି ଥିଲା ୧୦ ଟଙ୍କା