ସୁନ୍ଦରଗଡ଼: ଜଙ୍ଗଲ ଭିତରେ ପଡ଼ିଛି ପୁଳାପୁଳା ସରକାରୀ ଔଷଧ ଅମଲିପାଲି ବାଇପାସ୍ ରାସ୍ତା କଡ଼ ଜଙ୍ଗଲରେ ପଡ଼ିଛି ଔଷଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଅଢ଼େଇ କିମି ଦୂରରେ ପଡ଼ିଛି ମାଗଣା ଯୋଗାଇ ଦିଆଯାଉଥିବା ଔଷଧ କିଏ ଓ କାହିଁକି ଫିଙ୍ଗିଲା ଅସ୍ପଷ୍ଟ