ବ୍ରହ୍ମପୁର: କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ବଡ଼ବଜାର ଥାନା ପ୍ରେମ ନଗର ସପ୍ତମ ଲାଇନର ଜଣଙ୍କ ଘରୁ ଲୁଟ୍ ୧ କେଜି ୨୦୦ ଗ୍ରାମ୍ ସୁନା ଅଳଙ୍କାର ସହ ନଗଦ ୧ ଲକ୍ଷ ଟଙ୍କା ଲୁଟ୍