ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍ ଗିରଫ RDE ଅଡିଟର ଅମ୍ବିକା ପ୍ରସାଦ ରଥଙ୍କୁ ଗିରଫ ପରେ କୋର୍ଟ ଚାଲାଣ ଗତକାଲି ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ ଅଡିଟର ରେଡ୍ ବେଳେ ନଗଦ ୨୮ ଲକ୍ଷ ୭୦ ହଜାର ୯୦୦ ଟଙ୍କା ଜବତ ହୋଇଥିଲା