କଂଗ୍ରେସ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତ ସୋନିଆ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ଡାକ୍ତର ଡାକ୍ତରୀ ଟିମ୍ ନୀରିକ୍ଷଣରେ ରହିଛନ୍ତି ନିଶ୍ୱାସ ନେବା ସମସ୍ୟା ପାଇଁ ଜାନୁଆରୀରେ ବି ମେଡିକାଲରେ ହୋଇଥିଲେ ଭର୍ତ୍ତି