ପୁରୀରେ ଜିପିଆର୍ ସର୍ଭେ ରିପୋର୍ଟ ଅନୁସାରେ ମାଟିତଳେ ଆଉ ଏକ ପ୍ରାଚୀନ ଐତିହ୍ୟ ନଗରୀ ଥିବା ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଶ୍ରୀମନ୍ଦିର ଆଖପାଖ ସହ ସମଗ୍ର ସହରରେ ୪୩ଟି ଐତିହ୍ୟ ସ୍ଥଳ, ସୁଡ଼ଙ୍ଗ ଓ ପୁରାତନ ସାମଗ୍ରୀ ଠାବ ହୋଇଥିବା ଜଣାପଡ଼ିଛି।