ଇରାନ ମିଜାଇଲ୍ ରେଞ୍ଜ୍ରେ ୟୁରୋପ କହି ଚେତାଇଲା ଇସ୍ରାଏଲ୍ ଡିଏଗୋ ଗ୍ରାସିଆ ଦ୍ବୀପକୁ ଇରାନ ମିଜାଇଲ୍ ମାଡ଼ କରିବା ପରେ ଚେତାଇଲା ୪ ହଜାର କିମି ଦୂରତା ଲକ୍ଷ୍ୟଭେଦ କରିଥିବାରୁ ସତର୍କ ରହିବାକୁ କହିଲା ଇରାନ ପାଖରେ ୪ ହଜାର କିମି ଲଙ୍ଗ ରେଞ୍ଜ୍ ମିସାଇଲ୍ ଥିବା ଜଣା ନ ଥିଲା ଇରାନ ମିଜାଇଲ୍ ରେଞ୍ଜ୍ ଭିତରେ ପ୍ୟାରିସ , ବର୍ଲିନ , ରୋମ୍ ରହିଛି ଚେତାଇଲା