
📍📍##ମୁଖ୍ୟଅଭିଯୁକ୍ତ ଅଟକ
◾- କାମାକ୍ଷାନଗର: ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା
◾- ମୁଖ୍ୟ ଅଭିଯୁକ୍ତ 📌 ଜଗା ପାତ୍ରକୁ ଅଟକ ରଖିଲା କାମାକ୍ଷାନଗର ପୋଲିସ
◾- ସାଅଁନ୍ତରାପୁର ଗାଁର ଜଗା ପାତ୍ରକୁ ନେଇ ପୋଲିସର ସିନ୍ ରିକ୍ରିଏସନ୍
◾- ସିନ୍ ରିକ୍ରିଏସନ୍ ବେଳେ ଜଗା ସବୁ ସତ ମାନିଥିବା ସୂଚନା
◾- ଗତ ୧୯ ତାରିଖରେ ସାରୁଆଳି ଗାଁ ଜଙ୍ଗଲରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା ▪️ଆର ପି ନାୟକ@ନିୟୁଜ




