୬ MLAଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଲେଖିବ ବିଜେଡ଼ି ‘ସୋ-କଜ୍ ନୋଟିସର ଜବାବ ନଦେଇ ଏଣୁତେଣୁ ଲେଖିଛନ୍ତି’ ‘୬ ବିଧାୟକଙ୍କ ଉତ୍ତରରେ ଦଳ ସନ୍ତୁଷ୍ଟ ନୁହେଁ’ ‘୨ ବିଧାୟକ ବାରମ୍ବାର ବାଲଟ ନେବା ବି ବେଆଇନ’ ‘୨ ଭୋଟକୁ ଅବୈଧ ଘୋଷଣା ପାଇଁ ଲଢ଼େଇ ଜାରି ରହିବ’