ଚାନ୍ଦବାଲି: ମଣ୍ଡିରୁ ଉଠୁନି ଧାନ; ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋ ତିହିଡ଼ି ବ୍ଲକ୍ ଚାରିତରଫ ଛକରେ ଧାନ ବସ୍ତା ପକାଇ ଚାଷୀଙ୍କ ଆନ୍ଦୋଳନ ରାସ୍ତା ଅବରୋଧ ସମୟରେ ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇ ପଡ଼ିଲେ ଚାରିତରଫ ସୋସାଇଟି ମଣ୍ଡିରୁ ମିଲର ଧାନ ଉଠାଉନଥିବା ଅଭିଯୋଗ