
- ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ହାତ ମିଶାଇଲେ ୬ ଦେଶ
- ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଓ ଜାପାନ
- ହର୍ମୁଜକୁ ନେଇ ୬ ଦେଶ ପକ୍ଷରୁ ମିଳିତ ବୟାନ ଜାରି ହର୍ମୁଜ ଦେଇ ଯିବା ଆସିବା କରୁଥିବା ଜାହାଜର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ
- ନିକଟରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କଲେ
- ଏପରି ଆକ୍ରମଣ ବିଶ୍ୱସ୍ତରରେ ଶକ୍ତି କ୍ଷେତ୍ରକୁ ଗଭୀର ପ୍ରଭାବିତ କରିଛି
- ହର୍ମୁଜରେ ଜାହାଜର ଗମନାଗମନ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ଅଛୁ କହିଲେ




