
- ପୁରୀ: ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ
- ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି
- ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
- ଦ୍ବିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଗଣତି ମଣତି
- ଚଳନ୍ତି ଓ ବାହାର ରତ୍ନ ଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି
- ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥିରୁ ଗଣତି ମଣତି
- ୧୨ଟା ୯ରୁ ୧ ଟା ୪୫ ମଧ୍ୟରେ ଗଣତି ମଣତି ଶୁଭାରମ୍ଭ
- ଭିଡିଓଗ୍ରାଫି , ଫଟୋଗ୍ରାଫି , 3D ମ୍ୟାପିଂ ପାଇଁ ବ୍ୟବସ୍ଥା ହୋଇଛି




